This browser does not support the video element.
ବୌଦ୍ଧ ସଦର: ଜଗତୀ ହାଇସ୍କୁଲ ଠାରେ ମେଧାବୀ ଛାତ୍ର ଛାତ୍ରୀ ପ୍ରୋତ୍ସାହନ ବୃତ୍ତି ପ୍ରଦାନ ଉତ୍ସବ, ଯୋଗଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
Baudh Sadar, Boudh (Bauda) | Oct 9, 2025
ଗୁରୁବାର ଦିନ ବୌଦ୍ଧ ବ୍ଳକ୍ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ୟୁଜି ହାଇସ୍କୁଲ ସଭାଗୃହରେ ରଞ୍ଜିତା ମହାନ୍ତି ସ୍ମୃତି ପ୍ରୋସାହନ ବୃତ୍ତି ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷକ ଦେବେନ୍ଦ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | 2024-25 ମାଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର୍ ରଖିଥିବା ଜଣେ ଲେଖାଏଁ ଛାତ୍ର ଓ ଛାତ୍ରୀଙ୍କୁ ଦଶ ହଜାର ଏକ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଥିଲା l