Install App
santoshbaral67
This browser does not support the video element.
ପିପିଲି: ବ୍ଲକ୍ କାର୍ଯ୍ୟଳୟ ସଭା ଗୃହ ପରିସରରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ସାଂସଦ
Pipili, Puri | Aug 25, 2025
ଆଜି ପୂର୍ବାହ୍ନ ୧୧ଟାରେ ପିପିଲି ବ୍ଲକ୍ କାର୍ଯ୍ୟଳୟ ସଭା ଗୃହ ପରିସରରେ ଅନ୍ତର୍ଦ୍ବୟ ଯୋଜନାରେ ୨ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ଆଶ୍ରୀତ ପଟ୍ଟନାୟକ ଓ ଲୋକ ସଭା ସାଂସଦ ସମ୍ବିତ ପାତ୍ର ଅତିଥି ଭାବେ ଯୋଗଦେଇ ପଟ୍ଟା ବଣ୍ଟନ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!