Download Now Banner

This browser does not support the video element.

କୋଟପାଡ: କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଅନାସ୍ଥା ଭୋଟ ଗ୍ରହଣ ପ୍ରକ୍ରିୟାରେ ହାରିଲେ ବ୍ଲକ ଆଧକ୍ଷା ରାଜେଶ୍ଵରୀ ପରଜା

Kotpad, Koraput | Oct 4, 2025
କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାଜେଶ୍ଵରୀ ପରଜାଙ୍କ ବିରୋଧରେ ପ୍ରଶାସନିକ ସ୍ତରରେ ଅନାସ୍ଥା ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେଲା l  ଜୟପୁର ଉପଜିଲ୍ଲାପାଳଙ୍କ ଚିଠି ନମ୍ବର - 7857/25 /  19/09/2025 ଅନୁଯାଇ ଆଜି ତଥା ଶନିବାର ଅପରାହ୍ନ ଚାରିଟା ସମୟରେ ସ୍ଥାନୀୟ ତହସିଲଦାର ବିନୋଦ ନାୟକଙ୍କ ତତ୍ତ୍ୱlବଧାନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ପ୍ରସ୍ତାବ ଭୋଟିଙ୍ଗ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି l ବ୍ଲକର 16 ଟି ପଂଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା ସଂଖ୍ୟା 32  ରହିଥିବା ବେଳେ ଆଜି 28 ଜଣ ଆଧକ୍ଷାଙ୍କ ବିରୋଧରେ ଭୋଟ ଦେଲେ
Read More News
T & CPrivacy PolicyContact Us