Download Now Banner

This browser does not support the video element.

କାମାକ୍ଷାନଗର: ମହାଵିରୋଡ଼ କେନ୍ଦ୍ରୀୟ ଗଣେଶ ପୂଜା ଭଷାଣି ଉତ୍ସବ ବୁଧବାର ୬ଟାରେ ଅନୁଷ୍ଠିତ ଉପସ୍ଥିତ ରହିଲେ କେନ୍ଦୁପତ୍ର ରେଞ୍ଜ ଅଧିକାରୀ କମଳ ଲୋଚନ ନାୟକ

Kamakshyanagar, Dhenkanal | Sep 3, 2025
ମହାଵିରୋଡ଼ କେନ୍ଦ୍ରୀୟ ଗଣେଶ ପୂଜା ଭଷାଣି ଉତ୍ସବ ବୁଧବାର ୬ଟାରେ ଅନୁଷ୍ଠିତ ଉପସ୍ଥିତ ରହିଲେ କେନ୍ଦୁପତ୍ର ରେଞ୍ଜ ଅଧିକାରୀ କମଳ ଲୋଚନ ନାୟକ ।ଢେଙ୍କାନାଳ ଜିଲା ମହାଵିରୋଡ଼ କେନ୍ଦ୍ରୀୟ ଗଣେଶ ପୂଜା ଭଷାଣି ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦୁପତ୍ର ରେଞ୍ଜର କମଳ ଲୋଚନ ନାୟକ ଉପସ୍ଥିତ ରହିଥିଲେ ।ଏଠାରେ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us