Download Now Banner

This browser does not support the video element.

କାମାକ୍ଷାନଗର: ଅଁଳାବେରେଣି ଠାରେ ଗୋରୁପଲଙ୍କ ସହିତ ଗତକାଲି ବାଇକ ଦୁର୍ଘଟଣାର ସିସିଟିଭି ଭିଡିଓ ସୋମବାର ଭାଇରାଲ ଲାଇଭ ଦୁର୍ଘଟଣାର ଭିଡିଓ

Kamakshyanagar, Dhenkanal | Sep 29, 2025
ଅଁଳାବେରେଣି ଠାରେ ଗୋରୁପଲଙ୍କ ସହିତ ଗତକାଲି ବାଇକ ଦୁର୍ଘଟଣାର ସିସିଟିଭି ଭିଡିଓ ସୋମବାର ଭାଇରାଲ ।ଢେଙ୍କାନାଳ କାମାକ୍ଷାନଗର ମୁଖ୍ୟ ରାସ୍ତା ଅଁଳାବେରେଣି ଠାରେ ଗତକାଲି ରାସ୍ତା ଉପରେ ଗୋରୁପଲ ଥିବାବେଳେ ଆଗରୁ ଆସୁଥିଲା ଏକ ବସ ଆଉ ତାରୀ ମଧ୍ୟରେ ବାଇକ ସିଧା ଗୋରୁପଲଙ୍କ ସହିତ ଧକା ହୋଇଥିଲା ଏହାର ସିସିଟିଭି ଭିଡିଓ ଭାଇରାଲ ହୋଇଛି ।
Read More News
T & CPrivacy PolicyContact Us