Download Now Banner

This browser does not support the video element.

ବୌଦ୍ଧ ସଦର: କୁସଂଗ ରେଞ୍ଜ ପକ୍ଷରୁ "ଏକ ପେଡ ମା କେ ନାମ " କାର୍ଯ୍ୟକ୍ରମ ଓ ସବୁଜ ରଥର ଶୁଭାରମ ଶୁଭାରମ

Baudh Sadar, Boudh (Bauda) | Sep 10, 2025
ବୁଧବାର ଦିନ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ପକ୍ଷରୁ କେନ୍ଦ୍ର ସରକାର ଙ୍କ "ଏକ ପେଡ ମା କେ ନାମ " କାର୍ଯ୍ୟକ୍ରମ ଓ ସବୁଜ ରଥ ଶୁଭାରମ୍ଭ ହୋଇଥିଲା | ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଓ ଉପାଧ୍ୟକ୍ଷ କାନ୍ହୁ ଚରଣ ନାଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରେଞ୍ଜ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରିଥିଲେ l
Read More News
T & CPrivacy PolicyContact Us