Download Now Banner

This browser does not support the video element.

ବରୀ ରାମଚନ୍ଦ୍ରପୁର: ବରୀର ବରିଷ୍ଠ ବିଜେଡି କାର୍ଯ୍ୟକର୍ତା ଗୁରୁତର ରୋଗରେ ଅସୁସ୍ଥ,ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭେଟି ସମବେଦନା ଜଣାଇଲେ ବିଧାୟକ

Bari Ramachandrapur, Jajpur | Sep 11, 2025
ବରୀର ବରିଷ୍ଠ ବିଜେଡି କାର୍ଯ୍ୟକର୍ତା ଗୁରୁତର ରୋଗରେ ଅସୁସ୍ଥ, ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭେଟି ସମବେଦନା ଜଣାଇଲେ ବିଧାୟକ ବିଶ୍ୱରଂଜନ ମଲ୍ଲିକ l ଗତ କିଛିଦିନ ହେବ ବରୀ ଅଞ୍ଚଳର ବରିଷ୍ଠ ବିଜେଡି ନେତା ଗୁରୁତର ଅସୁସ୍ଥ ହେଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l ଏହି ଖବର ପାଇ ଆଜି ବରୀ ବିଧାୟକ ଶ୍ରୀ ମଲ୍ଲିକ ହସ୍ପିଟାଲରେ ପହଂଚି ଆଶୁ ଆରୋଗ୍ୟ କାମନା କରିବା ସହିତ ସମବେଦନା ଜଣାଇଛନ୍ତି l
Read More News
T & CPrivacy PolicyContact Us