Download Now Banner

This browser does not support the video element.

ସୁନ୍ଦରଗଡ ସହର: ବଡଗାଁ ଶଙ୍କରା ପୋଷରେ ବଡ଼ଗାଁ ରେଞ୍ଜ ଅବକାରୀ ଅଧିକାରୀ ଙ୍କ ଚଢାଉ, 350 ଲିଟର ମଦ ଓ 3150kg FM ୱାସ ନଷ୍ଟ

Sundargarh Town, Sundargarh | Sep 29, 2025
ଆଜି ସେପ୍ଟେମ୍ୱର 29 ତାରିଖ ସୋମବାର ପୂର୍ବାହ୍ନ 9 ଟା ଠାରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଏହି ଚଢାଉ ଚାଲିଥିଲା। ଅବକାରୀ ଅଧିକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶରେ ବଡ଼ଗାଁ ଅବକାରୀ ରେଞ୍ଜ ଅଧିକାରୀ ବିଜୟ କୁମାର ଜେନା ଓ ତାଙ୍କ ଟିମ୍ ଏହି ଚଢାଉ କରି ଘଟଣା ସ୍ଥଳରେ 350 ଲିଟର ମଦ ଓ 3150kg ର ମହୁଲ ପୋଚ ନଷ୍ଟ କରିଛନ୍ତି। ତେବେ ଚଢ଼ାଉ ସ୍ଥଳରେ ଅବକାରୀ ବିଭାଗ ପହଞ୍ଚିବାର ସୁରାକ ପାଇ ମଦ ମାଫିଆ ମାନେ ଜଙ୍ଗଲ ମଧ୍ୟରେ ଫେରାର ହୋଇଯାଇଥିବା ଜଣା ପଡିଛି। ତେବେ ଏ ନେଇ PR Case No 160 ରେ ଏକ ମାମଲା ରୁଜ୍ଜୁ କରା ଯାଇ ଅଧିକ ତଦନ୍ତ ଜାରି ରହିଥିବା କଥା ଅବକାରୀ
Read More News
T & CPrivacy PolicyContact Us