This browser does not support the video element.
କଣ୍ଟାମାଳ: ରେକଡୋଲ ରାସ୍ତା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଥାର ଗାଡି
Kantamal, Boudh (Bauda) | May 18, 2025
ଭାରସାମ୍ୟ ହରାଇ ଥାର ଗାଡି ଦୁର୍ଘଟଣାଗ୍ରସ୍ତ ଘଣ୍ଟାପଡା ଥାନା ରେକଡୋଳ ଗ୍ରାମ ରାସ୍ତା ନିକଟରେ ଆଜି ସନ୍ଧ୍ୟା ୭ଘଣ୍ଟା ସମୟରେ ଏକ ମହିନ୍ଦ୍ରା ଥାର ଗାଡି ଭାରସାମ୍ୟ ହରାଇ ରାସ୍ତା ନିକଟ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଦୁର୍ଘଟଣାରେ ଗାଡିଟି ଆଂଶିକ କ୍ଷୟକ୍ଷତି ହୋଇଛି