Download Now Banner

This browser does not support the video element.

ମୋହନା: ଅବକାରୀ ବିଭାଗର ଚଢ଼ାଉ,ମହେନ୍ଦ୍ରଗଡ଼ ଗ୍ରାମ ରୁ ବିଦେଶୀ ମଦ ଜବତ, ଦୁଇ ଗିରଫ।

Mohana, Gajapati | Sep 20, 2025
ଅବକାରୀ ବିଭାଗର ଚଢ଼ାଉ,ମହେନ୍ଦ୍ରଗଡ଼ ଗ୍ରାମ ରୁ ବିଦେଶୀ ମଦ ଜବତ, ଦୁଇ ଗିରଫ।ଆର ଇଦୟଗିରି ଅବକାରୀ ବିଭାଗର ଚଢ଼ାଉ, ବିଭିନ୍ନ ଦୋକାନରୁ ବିଦେଶୀ ମଦ ଜବତ କରିବା ସହ ବେଆଇନ ମଦ କାରବାରରେ ସଂପୃକ୍ତି ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଯାହାକୁ ନେଇ ଆଜି ଅପରାହ୍ନ ପାଞ୍ଚଟା ସମୟରେ ଆର ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ସୂଚନା
Read More News
T & CPrivacy PolicyContact Us