Download Now Banner

This browser does not support the video element.

ବୌଦ୍ଧ ସଦର: ଜଗତୀ ଗ୍ରାମରେ ମୁଷ୍ଟିମେୟ ବ୍ୟକ୍ତିଙ୍କ ମଧ୍ୟଯୁଗୀୟ ବର୍ବରତା, ଥାନାର ଦ୍ୱାରସ୍ଥ ହେଲେ ବାସନ୍ଦ ହୋଇଥିବା ଏସଏଚଜି ମହିଳା ଗୋଷ୍ଠୀ

Baudh Sadar, Boudh (Bauda) | Sep 30, 2025
ମଙ୍ଗଳବାର ଦିନ ବୌଦ୍ଧ ବ୍ଲକ ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତ ଜଗତୀ ଗ୍ରାମରେ ମୁଷ୍ଟିମେୟ ବ୍ୟକ୍ତିଙ୍କ ମଧ୍ୟ ଯୁଗୀୟ ବର୍ବରତା ଓ ବାସନ୍ଦ ବିରୋଧରେ ଗ୍ରାମର ଏକ ମହିଳା ଏସଏଚଜି ଗୋଷ୍ଠୀ ବୌଦ୍ଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି | ଜଗତୀ ଗ୍ରାମର ମାଁ ମାହେଶ୍ୱରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗ୍ରାମର ହନୁମାନ ବନ୍ଧକୁ ମୁଖ୍ୟମନ୍ତ୍ରୀ ମତ୍ସ୍ଯଜୀବି କଲ୍ୟାଣ ଯୋଜନାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ନିଲାମରେ ଆଣିଥିଲେ l ଉକ୍ତ ଘଟଣାକୁ ନେଇ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ସେମାନଙ୍କୁ ବାସନ୍ଦ କରିଥିବା ଆଜି ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି |
Read More News
T & CPrivacy PolicyContact Us