Download Now Banner

This browser does not support the video element.

ଅନୁଗୋଳ: ଆଦିଆଘାଇରେ କଟରାରେ ଆକ୍ରମଣରେ ଜଣେ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Anugul, Angul | Sep 2, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଆଦିଆଘାଇ ଗ୍ରାମରେ କଟରାରେ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ପ୍ରଦୀପ ଭୋଇ ବୋଲି ସୂଚନା ମିଳିଛି। ସେହି ଗ୍ରାମର ପୁନିଆ ଭୋଇ ନାମକ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଛନ୍ତି।
Read More News
T & CPrivacy PolicyContact Us