This browser does not support the video element.
ପୁରୀ ମ୍ୟୁନିସିପାଲଟି: ସିଦ୍ଧାମହାବୀର ଭଡ଼ାଘରେ ଝୁଲିପଡି ମୃତ୍ୟୁ ବରଣ କଲେ ଜଣେ ଯୁବକ, ତାଳବଣିଆ ଥାନା ଦ୍ୱାରା ଶବ ବ୍ୟବଚ୍ଛେଦ
Puri M, Puri | Jun 1, 2025
ସିଦ୍ଧାମହାବୀର ଭଡ଼ାଘରେ ଝୁଲିପଡି ମୃତ୍ୟୁ ବରଣ କଲେ ଜଣେ ଯୁବକ, ତାଳବଣିଆ ଥାନା ଦ୍ୱାରା ଶବ ବ୍ୟବଚ୍ଛେଦ l ମୃତ୍ୟୁର କାରଣ ଅସ୍ପଷ୍ଟ l ଯୁବକଙ୍କ ପରିଚୟ ବ୍ରହ୍ମଗିରିର ଅମୂଲ୍ୟ ସେଠୀ 38 l ଅମୂଲ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିପ୍ଟମ୍ୟାନ ଭାବେ କାର୍ଯ୍ୟ କରନ୍ତି l କୌଣସି କାରଣ ନେଇ ଅମୂଲ୍ୟ ଗତକାଲି ବିଳମ୍ବିତ ରାତ୍ରରେ ରହୁଥିବା ସିଦ୍ଧାମହାବୀର ଭଡ଼ାଘରେ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ l ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ଅଣାଯିବାରେ ଡାକ୍ତର ମୃତ୍ୟୁ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l