Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରେଳ ଷ୍ଟେସନରୁ 15 କେଜି ଗଞ୍ଜେଇ ଜବତ, ଜଣକୁ ଗିରଫ କଲା ଅବକାରୀ ଥାନା ପୋଲିସ

Bhubaneswar M Corp, Khordha | Aug 25, 2025
ଭୁବନେଶ୍ୱର ରେଳ ଷ୍ଟେସନ ରୁ 15କେଜି ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 4.34ରେ ଭୁବନେଶ୍ୱର ରେଳ ଷ୍ଟେସନ ରୁ 15 କେଜି ଗଞ୍ଜେଇ ଜବତ | ଜଣେ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଉଛନ୍ତି ନିରଞ୍ଜନ ବେହେରା | ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ | ଓଡିଶା ରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି଼ବଶୀଲା ଅବକାରୀ ଥାନା ପୋଲିସ | RPF ପୋଲିସ, ଅବକାରୀ ଥାନା ପୋଲିସ ଏବଂ STF ଅଧିକାରୀ ଭୁବନେଶ୍ୱର ରେଳ ଷ୍ଟେସନ ରେ ମିଳିତ ଚଢ଼ାଉ କରିଥିଲେ |
Read More News
T & CPrivacy PolicyContact Us