Download Now Banner

This browser does not support the video element.

କଟକ ପୌରାଞ୍ଚଳ: ରେଭେନ୍ସା ବିଶ୍ୱବିଦ‍୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ, ଇସିଆଇ ଓ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

Cuttack M Corp PS, Cuttack | Aug 23, 2025
କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖରେ କଟକ ଜିଲ୍ଳା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୋଟ ଚୋରି ଅଭିଯୋଗ କରି ଭାରତୀୟ ନିର୍ବାଚନ କମିଶନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କୁଶପୁତ୍ତଳିକା ଦାହ କରିଛି ଛାତ୍ର କଂଗ୍ରେସ। ଶନିବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
Read More News
T & CPrivacy PolicyContact Us