This browser does not support the video element.
କଣ୍ଟାବାଞ୍ଜି: ସ୍ଥାନୀୟ କୋର୍ଟରେ ପାରା ଲିଗାଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଜିଲ୍ଲା ଜଜ୍
Kantabanji, Balangir | Aug 24, 2025
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୋର୍ଟ ପରିସର ରେ ତାଲୁକ ଆଇନ ସେବା କମିଟି କଣ୍ଟାବାଞ୍ଜି ପକ୍ଷରୁ ରବିବାର ଲିଗାଲ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରର ରେ ତାଲୁକ ଆଇନ ସେବା କମିଟି ନୂତନ ଭାବେ ସଦସ୍ଯ ହୋଇଥିବା ପାରା ଲିଗାଲ ସଦସ୍ଯ ଙ୍କୁ କଣ୍ଟାବାଞ୍ଜି ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ରାକେଶ କୁମାର ନାୟାର ପ୍ରଶିକ୍ଷଣ ଦେଇଥିଲେ।