Install App
niranjan.gaan
This browser does not support the video element.
ପାରାଦୀପ: ଗତ ୪ ତାରିଖରେ ଶନି ମନ୍ଦିର ନିକଟରୁ ଚୋରି ହେଇଥିବା ଟଙ୍କା କୁଜଙ୍ଗ ପୋଲିସ ଦ୍ବାରା ଫେରି ପାଇବା ପରେ ପ୍ରତିକ୍ରିୟା ରଖିଲେ ମଲାସାହିର ଦମ୍ପତି
Paradip, Jagatsinghpur | Apr 17, 2024
ଗତ ୪ ତାରିଖରେ ମଲାସାହି ଗ୍ରାମର ଦମ୍ପତି ବିଷ୍ଣୁ ପ୍ରସାଦ କର ଓ ସୁବାଷିନୀ କର କୁଜଙ୍ଗ ଏସବିଆଇ ବ୍ୟାଙ୍କରୁ ୨ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଶନି ମନ୍ଦିର ନିକଟରେ ଦୁର୍ବୃତ୍ତ ମାନେ ଟଙ୍କା ଛଡାଇ ଚମ୍ପଟ ମାରିଥିଲେ । ଏନେଇ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଗଞ୍ଜାମ ଜିଲ୍ଲାରୁ ୪ ଜଣଙ୍କୁ ଗିରଫ କରିବା ସହ ସମସ୍ତ ଟଙ୍କା ଜବତ କରି ଦମ୍ପତିଙ୍କୁ ଫେରସ୍ତ କରିଛି କୁଜଙ୍ଗ ପୋଲିସ ।
Share
Read More News
T & C
Privacy Policy
Contact Us
Your browser does not support JavaScript!