This browser does not support the video element.
ସୁନ୍ଦରଗଡ ସହର: ହେମଗିର ଥାନା ଡୁଡୁକା ବନ୍ଧପାଲିରେ ଜଘନ୍ୟ ହତ୍ୟାକାଣ୍ଡ, ମା କୁ ହତ୍ୟା କଲା ପୁଅ
Sundargarh Town, Sundargarh | Sep 7, 2025
ଆଜି ସେପ୍ଟେମ୍ୱର 7 ତାରିଖ ରବିବାର ସକାଳ 8 ଟା ପାଖାପାଖି ସମୟରେ ଏହି ସୂଚନା ଗଣ ମାଧ୍ୟମ ନଜରକୁ ଆସିଛି। ତେବେ ଏହି ହତ୍ୟାକାଣ୍ଡ ଗତକାଲି ସେପ୍ଟେମ୍ବର 6 ତାରିଖ ପୂର୍ବାହ୍ନ 11:30 ପାଖାପାଖି ଘଟିଛି। ଅଭିଯୁକ୍ତ ଜଣଙ୍କ ତାଙ୍କ ମା ଙ୍କୁ ବାଡେଇ ବାଡେଇ ଅଧମରା କରିବା ପରେ ଚିକିତ୍ସା ପାଇଁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମା ଆଖିବୁଜିବା ପରେ ସେ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଫେରାର ହୋଇଯାଇଥିଲେ। ଘଟଣା ଡାକ୍ତରଙ୍କ ନଜରକୁ ଆସିବା ପରେ ଡ଼ାକ୍ତର ଖାନା ସୂତ୍ରରୁ ଗତକାଲି ସନ୍ଧ୍ୟା 5 ଟା ପାଖାପାଖି ସମୟରେ