Download Now Banner

This browser does not support the video element.

ନୂଆପଡା: ସିନାପାଲିକୁ ଏନଏସି ଘୋଷଣା ଦାବୀରେ ଭୁବନେଶ୍ଵର ଠାରେ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ଟିମ

Nuapada, Nuapada | Aug 21, 2025
ସିନାପାଲିକୁ ଏନଏସି ଘୋଷଣା ଦାବୀ ନେଇ ଖଡିଆଳ ନିର୍ବାଚନ ମଣ୍ଡଳୀ ବିଜେପିର ଏକ ଟିମ୍ ଭୁବନେଶ୍ୱର ଠାରେ ଆଜି ୪ ଟା ଯାଏଁ ଗ୍ରୁହ ତଥା ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ଟିମରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ହିତେଶ କୁମାର ବଗର୍ତୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ନାଏକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ଯ ଶିବ ପ୍ରସାଦ ମୁଣ୍ତ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ଯ ପ୍ରିୟରଂଞ୍ଜନ ମେହେର ପ୍ରମୁଖ ସାକ୍ଷାତ କରିଥିଲେ।
Read More News
T & CPrivacy PolicyContact Us