This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନରେ “ପରଖ୍“ ରାଷ୍ଟ୍ରୀୟ ସର୍ବେକ୍ଷଣ ତଥ୍ୟକୁ ନେଇ ଏକ କର୍ମଶାଳାର ଶୁଭାରମ୍ଭ
Nabarangapur PS, Nabarangpur | Sep 10, 2025
ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନରେ “ପରଖ୍“ ରାଷ୍ଟ୍ରୀୟ ସର୍ବେକ୍ଷଣ ତଥ୍ୟକୁ ନେଇ ଏକ କର୍ମଶାଳାର ଶୁଭାରମ୍ଭ। ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନରେ “ପରଖ୍“ ରାଷ୍ଟ୍ରୀୟ ସର୍ବେକ୍ଷଣ 2024 ତଥ୍ୟକୁ ନେଇ ନବରଙ୍ଗପୁର ଜିଲ୍ଲାର ଶିକ୍ଷାର୍ଥୀଙ୍କ ଉନ୍ନତି ସକାଶେ ଯୋଜନା ପ୍ରସ୍ତୁତି ପାଇଁ କର୍ମଶାଳାର ଶୁଭାରମ୍ଭ ହୋଇଯାଇଛି । ଆଜିର କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଓମକାର ପଟ୍ଟନାୟକ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।