Download Now Banner

This browser does not support the video element.

ଅନୁଗୋଳ: ନାଲକୋ ହଟିଂରେ ସାପ କାମୁଡାକୁ ନେଇ ସଚେତନ କରି ପ୍ରତିକ୍ରିୟା ରଖିଲେ ଚିନ୍ମୟୀ ଦାସ

Anugul, Angul | Aug 31, 2025
ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ହଟିଙ୍ଗ ଠାରେ ଦେଖିବାକୁ ମିଳିଛି ମାନବ ସେବାଶ୍ରମ ପକ୍ଷରୁ ହୋଇଯାଇଥିବା ସାପ କାମୁଡିଲେ ପ୍ରଥମେ କଣ କରିବା ଆବଶ୍ୟକ ସେ ବିଷୟରେ ସଚେତନତା କରିଥିଲେ। ସମାଜ ସେବା ଚିନ୍ମୟୀ ଦାସ କେଳା ରୁପଧାରଣ କରିବାସହ ୧୪ଫୁଟର ଏକ ସାପ ସହ ସମସ୍ତ ସରଞ୍ଜାମ ପ୍ରସ୍ତୁତ କରି ନିଜର ପିଲାମାନଙ୍କୁ ନେଇ ବିଭିନ୍ନ ଜାଗାରେ ସଚେତନତା କରାଇଛନ୍ତି। ସାପ କାମୁଡିଲେ ଗୁଣି ଗାରେଡି କିମ୍ଵା ମନ୍ଦିର ନ ନେଇ ପ୍ରଥମେ ମେଡିକାଲକୁ ନେବାପାଇଁ ବାର୍ତ୍ତା ବାଣ୍ଟିଥିଲେ। ନାଚ ଗୀତ ମାଧ୍ୟମରେ ଲୋକମାନଙ୍କୁ ବୁଝାଇଥିଲେ।ସେ ଏହି ଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରଖିବେ ବୋଲି କ
Read More News
T & CPrivacy PolicyContact Us