Download Now Banner

This browser does not support the video element.

ସତ୍ୟବାଦୀ: କଣାସ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ଡିର୍ଘ ବର୍ଷ ଫେରାର ଥିବା ୨ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

Satyabadi, Puri | Sep 11, 2025
ଆଜି ଭୋର ୫ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ଥାନା ପୋଲିସ ପକ୍ଷରୁ ନନ୍ଦୀଗୋଦା ଓ ଗାଣ୍ଡପଦା ଗ୍ରାମରେ ଚଢାଉ କରାଯାଇ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ନନ୍ଦୀଗୋଦା ଗ୍ରାମର ରଜନୀ କାନ୍ତ ସ୍ଵାଇଁ ଓ ଗାଣ୍ଡପଦା ଗ୍ରାମର ରୋହିତ ପ୍ରଧାନ।
Read More News
T & CPrivacy PolicyContact Us