Download Now Banner

This browser does not support the video element.

ରାଜଗାଙ୍ଗପୁର: ତୁନୁମୁରା ଗୈନ୍ତିଆ ପଡ଼ାର ଯୁବକ ଙ୍କର ଅସ୍ବାଭାବିକ ମୃତ୍ୟୁ, କୁତ୍ରା ଥାନା ରେ ଅପମୃତ୍ୟୁ ମାମଲା

Rajagangapur, Sundargarh | Aug 21, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ତୁନୁମୁରା ଗୈନ୍ତିଆ ପଡ଼ାର ଲାଲୁ ମାଝୀ (୩୨) ଙ୍କର ରାଉରକେଲା ସ୍ଥିତ ସରକାରୀ ଡ଼ାକ୍ତରଖାନାରେ ଆଜି ଅସ୍ବାଭାବିକ ମୃତ୍ୟୁ ଘଟିଛି। କୁତ୍ରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us