Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳି କାଟୁ ବ୍ଲକ ସାହାପୁର ଓ ବେଲଗାଁ ଗ୍ରାମ ପଞ୍ଚାୟତ ରେ ଆଠ ଜଣ OAS ପ୍ରଶାସନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି

Hinjili, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ସାହାପୁର ଓ ବେଲଗାଁ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି.ସୂଚନା ମୁତାବକ ହିଞ୍ଜିଳି କାଟୁ ବ୍ଲକ କୁ ଆଠ ଦିନ ପାଇଁ ଆସିଥିବା ଆଠ ଜଣିଆ OAS ପ୍ରଶାସନିକ ଅଧିକାରୀ ମାନେ ତାଲିମ ନେଇ ଥିଲେ.ତାଲିମ ଶେଷ ହେବା ପରେ ଆଜି ପଞ୍ଚାୟତ ବାସୀଙ୍କ ପକ୍ଷରୁ ସେମାନଙ୍କୁ ବିଦାୟ କାଳୀନ ସମ୍ବର୍ଦନା ଦିଆଯାଇଛି.
Read More News
T & CPrivacy PolicyContact Us