Download Now Banner

This browser does not support the video element.

ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ର ଏସପି ସ୍ମିତ ପି ପରମାର ଙ୍କ ବଦଳି ହୋଇଛି

Orient, Jharsuguda | Aug 21, 2025
ବଦଳିଲେ ଝାରସୁଗୁଡା ଜିଲ୍ଲାର ଏସପି l ଝାରସୁଗୁଡା ଜିଲ୍ଲା ର ଏସପି ସ୍ମିତ ପି ପରମାର ଙ୍କ ବଦଳି ହୋଇଛି l ତାଙ୍କ ବଦଳରେ ଝାରସୁଗୁଡା ଜିଲ୍ଲା ର ନୂତନ ଏସପି ହୋଇଛନ୍ତି ଜି ରେଡ୍ଡୀ ରାଘବେନ୍ଦ୍ର l ଆଜି ଗୁରୁବାର ରାତି ୯ ଟା ୩୦ ରେ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲା ର ଏସପି ସ୍ମିତ ପି ପୁରୁଷୋତ୍ତମ ଦାସ ଙ୍କ ବଦଳି କ୍ରାଇମ ବ୍ରାଞ୍ଚ ଏସପି ଭାବରେ ହୋଇଥିବାବେଳେ ତାଙ୍କ ସ୍ଥାନରେ ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡା ଜିଲ୍ଲା ର ନୂତନ ଏସପି ହେବେ l
Read More News
T & CPrivacy PolicyContact Us