This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବନ୍ଦ ହେଲା ହୀରାକୁଦ ର ଆଉ 4 ଟି ସୁଇସ ଗେଟ
Sambalpur M, Sambalpur | Aug 26, 2025
ବନ୍ଦ ହେଲା ହୀରାକୁଦ ର ଆଉ 4 ଟି ସୁଇସ ଗେଟ l 4ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ଉପର ମୁଣ୍ଡରୁ ବନ୍ୟାଜଳ କମ ଆସିବା ଫଳରେ ବନ୍ଦ ହେଲା ଗେଟ l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 621.50 ଫୁଟ ରହିଛି l ରାତି 9ଟା ସୁଦ୍ଧା ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 1 ଲକ୍ଷ ଅଣ ସ୍ତରି ହଜ଼ାର 892 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ରେ ଜଲଭଣ୍ଡାର ରୁ 98ହଜ଼ାର 91କ୍ୟୁସେକ ଜଳ ନିଷ୍କାସନ ହେଉଛି l