Download Now Banner

This browser does not support the video element.

ସୋନପୁର: ସାରସମାଲ ଛକରୁ 6.200 ମିଲିଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତ ଗିରଫ, ରାମପୁର ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Sep 8, 2025
ସୂଚନା ଅନୁସାରେ ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ, ସାରସମାଲ ଛକରୁ 6.200 ମିଲିଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ, ଏନେଇ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us