Download Now Banner

This browser does not support the video element.

ନର୍ଲା: କର୍ଲାମୁଣ୍ଡା ବ୍ଲକ ସ୍ଥିତ ଆରଏମସି ଗୋଦାମ ନିକଟରେ ପେନସନ ଭୋଗୀ କଳାକାର ସଂଘ ର ନୁଆଁ ଖାଇ ଭେଟଘାଟ

Narala, Kalahandi | Sep 3, 2025
କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘ ର ନୁଆଁ ଖାଇ ଭେଟଘାଟ ବ୍ଲକ ସଦର ଆରଏମସି ଗୋଦାମ ନିକଟରେ ବୁଧବାର ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘ ର ସଭାପତି ଦୀନ ବନ୍ଧୁ ସାହୁ ଙ୍କ ସଭାପତି ତ୍ୱ ରେ ଆୟୋଜିତ ସଭା ରେ କଳାହାଣ୍ଡି ଜିଲ୍ଲା ପେନସନ ଭୋଗୀ କଳାକାର ସଂଘ ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡାମାଝୀ,କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା କୁନି ସାହୁ,ବିଡ଼ିଓ ଦେବେନ୍ଦ୍ର ସାମଲ,ତହସିଲଦାର ଅରୁଣ ବର୍ଗେ,ଭାରପ୍ରାପ୍ତ ବିଏସଏସଓ ପ୍ରଦୀପ ମାଝୀ ପ୍ରମୁଖ ଯୋଗଦେଇ ଥିଲେ।
Read More News
T & CPrivacy PolicyContact Us