This browser does not support the video element.
ଝାରସୁଗୁଡା: ଲଗାଣ ବର୍ଷାରେ ଫୁଲିଛି ମାଉଲି ବେର୍ଣ୍ଣା ନାଳ
Jharsuguda, Jharsuguda | Aug 22, 2025
ଲଗାଣ ବର୍ଷା ଯୋଗୁଁ ଫୁଲିଛି ମାଉଲି ବେର୍ଣ୍ଣା ନାଲ l ନାଲ ରେ ପାଣି ବିପଦ ଛୁଇଁବା କୂଳ ଲଙ୍ଘି ସାରିଛି l ଆଜି ଅପରାହ୍ନ ୫ ଟା ରୁ ଏହି ନାଲ ର ପାଣି ବିପଦ ସଂକେତ ଛୁଇଁଥିବାବେଳେ ବନ୍ୟା ପାଣି କୂଳ ଲଙ୍ଘି ସାରିଛି l ଝାରସୁଗୁଡା ଜିଲ୍ଲା ରେ ଗୁରୁବାର ରାତିରେ ରୁ ଲଗାଣ ବର୍ଷା ହେବା ସହ ଶୁକ୍ରବାର ମଧ୍ୟ ଏହା ଲାଗି ରହିଛି l ତେବେ ଆହୁରୀ ବର୍ଷା ହେଲେ ମାଉଲି ବେର୍ଣ୍ଣା ନାଲାର ବନ୍ୟା ପାଣି ଗାଁ ମୁହାଁ ହେବା ସହ ଆଖପାଖଗାଁ ରେ ବନ୍ୟା ପାଣି ପଶି କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି l