Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ଼ ସହର ଅଞ୍ଚଳର ବିଭିନ୍ନ ଦୋକାନରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ଦଳ କଲା ଚଢ଼ାଉ

Sundargarh Town, Sundargarh | Oct 9, 2025
ସୁନ୍ଦରଗଡ଼ ସହର ଅଞ୍ଚଳର ବିଭିନ୍ନ ଦୋକାନରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ଦଳ କଲା ଚଢ଼ାଉ l ଆଜି ଗୁରୁବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୨ ଟା ଯାଏଁ ବିଭିନ୍ନ ମିଠା ଦୋକାନ, ଟିଫିନ୍ ଦୋକାନ, ଠେଲା, ଚାଟ୍ ଗୁପଚୁପ୍, ​​ଦୋସା ଷ୍ଟଲ୍, ଫାଷ୍ଟଫୁଡ୍ ଦୋକାନ ଆଦିଦି ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ l ୧୨ ଟି ନମୁନା ଉଠାଯାଇ ବିଶ୍ଳେଷଣ ପାଇଁ ପରୀକ୍ଷାଗାରକୁ ପଠାଯାଇଛି l
Read More News
T & CPrivacy PolicyContact Us