Download Now Banner

This browser does not support the video element.

ତଲସରା: ଝଣ୍ଡେଲବୁଡ଼ ସଫେଇ ନାଳ ରେ ପୋଲ ନିର୍ମାଣ ରେ ଅହେତୁକ ବିଳମ୍ବ ୨ ମାସରେ ବୁଡ଼ି ମଲେଣି ୨ ଯୁବକ ଗ୍ରାମବାସୀ ଅସନ୍ତୋଷ

Talasara, Sundargarh | Aug 28, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ସାହାଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝଣ୍ଡେଲବୁଡ଼ ଗ୍ରାମ ନିକଟସ୍ଥ ସଫେଇ ନାଳ ରେ ପୋଲ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଦୁଇ ମାସରେ ଦୁଇ ଯୁବକ ପାଣି ରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଯୋଗୁ ସ୍ଥାନୀୟ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଡ଼ଗାଁ ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ ଏହି ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ସହ ଅତିଶିଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତାଗିଦ କରିଛନ୍ତି।
Read More News
T & CPrivacy PolicyContact Us