Download Now Banner

This browser does not support the video element.

ଯାଜପୁର: ବରୀ ବ୍ଲକ ନୀଳାପଦର ଗାଁରେ ଅଘଟଣ,ବିରୂପା ନଦୀକୁ ଶୌଚ ହେବାକୁ ଆସି ନଦୀରେ ଭାସିଯାଇ ବୃଦ୍ଧା ନିଖୋଜ,ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

Jajapur, Jajpur | Sep 12, 2025
ବରୀ ବ୍ଲକ ନୀଳାପଦର ଗାଁରେ ଅଘଟଣ,ବିରୂପା ନଦୀକୁ ଶୌଚ ହେବାକୁ ଆସି ନଦୀରେ ଭାସିଯାଇ ବୃଦ୍ଧା ନିଖୋଜ,ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ବିଶ୍ୱରଂଜନ ମଲ୍ଲିକ l ବରୀ ବ୍ଲକ ମହାକାଳପଡା ପଂଚାୟତ ନୀଳାପଦର ଗାଁର ଜନୈକା ବୃଦ୍ଧା ବିରୂପା ନଦୀକୁ କୂଳକୁ ଶୌଚ ହେବାକୁ ଆସିଥିଲେ l ଶୌଚ ହେଉଥୁବା ସମୟରେ ହଠାତ କୌଣସି କାରଣରୁ ନଦୀର ସ୍ରୋତରେ ଭାସି ଯାଇଥିଲେ l ଏହି ଖବର ପାଇ ବରୀ ବିଧାୟକ ଶ୍ରୀ ମଲ୍ଲିକ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଥିଲେ l ଏଥିସହିତ ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ l
Read More News
T & CPrivacy PolicyContact Us