Download Now Banner

This browser does not support the video element.

ବିଞ୍ଝାରପୁର: ଯାଜପୁରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

Binjharpur, Jajpur | Jul 20, 2024
ନାବାଳିକା କୁ ଗଣଦୁଷ୍କର୍ମ ଘଟଣା ରେ ଚାରି ଜଣ ଅଭିଯୁକ୍ତ ଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ଅତିରିକ୍ତ ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୧ ମସିହା କାଳିଆପାଣି ଥାନା ଅଞ୍ଚଳର ୧୭ବର୍ଷୀୟ କଲେଜ ପଢୁଆ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପୀଡିତା ତାଙ୍କ ପୁରୁଷ ବଂଧୁଙ୍କ ସହ କଳିଙ୍ଗ ନଗର, କାଳିଆପାଣି, ସୁକିନ୍ଦା ଆଦି ବିଭିନ୍ନ ଅଞ୍ଚଳ ରେ ବୁଲାବୁଲି କରିବା ପରେ ଫେରିବା ପାଇଁ ରାତି ରେ ବସ ନମିଳିବାରୁ ଟାଟା ମାଇନ୍ସ କଲୋନୀ ର ଜଣେ ବାନ୍ଧବୀଙ୍କ ଘରେ ଆଶ୍ରୟ ନେବାକୁ ଯିବା ସମୟ ରେ ଜଙ୍ଗଲ ରାସ୍ତାରେ ଗଣ ଦୁଷ୍କର୍ମ କରିଥିଲେ।
Read More News
T & CPrivacy PolicyContact Us