This browser does not support the video element.
ପାରଳାଖେମୁଣ୍ଡି: ମୁନିଶିଂ ଗ୍ରାମରେ ବାପାର କାତି ଚୋଟରେ ଝିଅ ଆହାତ
Paralakhemundi, Gajapati | Sep 13, 2025
ମୁନିଶିଂ ଗ୍ରାମରେ ବାପାର କାତି ଚୋଟରେ ଝିଅ ଆହାତ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିଶିଂ ଗ୍ରାମରେ ବାପାର କାତି ଚୋଟରେ ଝିଅ ଆହାତ ହୋଇଥିବା ସୂଚନା ମିଳିଛି। ଆହାତ ଝିଅଟି ଜଣଙ୍କ ହେଲେ ୨୧ ବର୍ଷୀୟା କୁମାରୀ ସନ୍ତୋଷମଣି ରଇତ ବୋଲି ଜାଣିବାକୁ ମିଳିଛି। ସୂଚନା ପ୍ରକାରେ ୫୦ ବର୍ଷୀୟ ବାପା ଯାକବ ରଇତଙ୍କ ଦୁଇଟି ସ୍ତ୍ରୀ ରହିଥିବା ବେଳେ ସେ ଦ୍ଵିତୀୟ ସ୍ତ୍ରୀ ପାଖରେ ରୁହନ୍ତି। ହେଲେ ରବର ଗଛରୁ ରବର କାଡିବାକୁ ନେଇ ପ୍ରଥମ ସ୍ତ୍ରୀ ସହ ଯୁକ୍ତିତର୍କ ହୋଇଥିଲା । ଏପରି ଯୁକ୍ତି ତର୍କ ସହ ଝଗଡ଼ା ବଡି ଚାଲିଥିବା ବେଳେ ପ୍ରଥମ ସ୍ତ୍ରୀର ଝିଅ କୁମାରୀ ଆସି ବାପାଙ୍କୁ ବୁଝା ସୂଝା କରି