Download Now Banner

This browser does not support the video element.

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଲେ ଆଶା ନାୟକ

Anugul, Angul | Sep 1, 2025
ସେହିପରି ଛେଣ୍ଡିପଦା ଅଞ୍ଚଳର ଜଣେ ବୃଦ୍ଧା ତାଙ୍କ ସ୍ବାମୀଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରୁଛନ୍ତି। ତିନି ମହଲାରୁ ତଳକୁ ଲିଫ୍ଟରେ ଓହ୍ଲାଇ ଦେବାକୁ ପ୍ରତ୍ୟେକ ଥର ଶହେ ଟଙ୍କା ଲେଖାଏଁ ଦେଉଥିବା ବୃଦ୍ଧା ଜଣଙ୍କ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଟେଡାଣ୍ଟ କର୍ମଚାରୀ ମାଳ ମାଳ ରହିଥିଲେ ମଧ୍ୟ ରୋଗୀଙ୍କ ଉପରେ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି।
Read More News
T & CPrivacy PolicyContact Us