Download Now Banner

This browser does not support the video element.

ଝାରସୁଗୁଡା: ମରାକୁଟାରେ ଥିବା ଓଡିଶା ମେଟାଲିକ କମ୍ପାନୀର ପାଉଁଶ ଗଦା ଭୁଶୁଡିବା ଘଟଣାର ପୁନଃ ତଦନ୍ତ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Jharsuguda, Jharsuguda | Sep 11, 2025
ଝାରସୁଗୁଡା ଜିଲ୍ଲା ମରାକୁଟାରେ ଥିବା ଓଡିଶା ମେଟାଲିକ କମ୍ପାନୀ ର ପାଉଁଶ ଗଦା ଭୁଶୁଡିବା ଘଟଣା ର ପୁନଃ ତଦନ୍ତ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି |ଗ୍ରାମବାସୀ ମାନେ ଆଜି ଗୁରୁବାର ଅପରାହ୍ନ ପ୍ରାୟ ୩ ଟା ରେ ଏନେଇ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେବା ସହ ଅଭିଯୋଗ କରିଛନ୍ତି ଯେ ଗତ ଜୁଲାଇ ୧୪ ତାରିଖ ରେ ଓଡିଶା ମେଟାଲିକ କମ୍ପାନୀ ର ପାଉଁଶ ଗଦା ଭୁଶୁଡି ଲୋକ ଙ୍କ ଚାଷ ଜମି ରେ ମାଡିଯିବା ସହିତ ସ୍ଥାନୀୟ ଅଂଚଳ ର ପାଣି କୁ ମଧ୍ୟ ପ୍ରଦୂଷିତ କରି ପକାଇଥିଲା
Read More News
T & CPrivacy PolicyContact Us