This browser does not support the video element.
ଲାଞ୍ଜିଗଡ: କପୁରମାଲ,ମୁଖିଗୁଡା,ଜୟପାଟଣା ସମେତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ଗଣେଶ ପୂଜା ପରି ଦର୍ଶନ କଲେ ବିଧାୟକ।
Lanjigarh, Kalahandi | Aug 27, 2025
କପୁରମାଲ,ମୁଖିଗୁଡା,ଜୟପାଟଣା ସମେତ ବିଭିନ୍ନ ଗ୍ରାମ ଗଣେଶ ପୂଜା ପରି ଦର୍ଶନ କଲେ ବିଧାୟକ। ଅଗ୍ରେ ପୂଜ୍ୟ ଗଣେଶ ଗଜାନନ ଗଣପତି ଙ୍କ ପୂଜା ଘରେ ଘରେ ପୁର ପଲ୍ଲୀରେ ପାଳିତ ହେଉଛି। ଶିକ୍ଷା ଅନୁଷ୍ଠାନ ସହିତ ବିଭିନ୍ନ ଯୁବକ ସଂଘ ପକ୍ଷରୁ ମଧ୍ୟ ପାଳନ କରାଯାଇଛି। ଏହି ଅବସରରେ ଅନେକ ସ୍ଥାନ ମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି।ଏହି କ୍ରମରେ ଆଜି ବୁଧବାର ଜୟପାଟଣା ବ୍ଲକ ଅନ୍ତର୍ଗତ କପୁର ମାଲ,ମୂଖିଗୁଡା,ବଡକର୍ଲାକୋଟ,ହିରାପୁର ସମେତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ଗଣେଶ ପୁଜା ପରିଦର୍ଶନ କଲେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ