Download Now Banner

This browser does not support the video element.

ବୀରମହାରାଜପୁର: ସିଲାଟି ନୂଆପଡ଼ା ଠାରେ ଗଣେଶ ପୂଜା ପାଇଁ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ

Biramaharajpur, Subarnapur (Sonepur) | Aug 26, 2025
ବିନିକା ଥାନା ଅନ୍ତର୍ଗତ ସିଲାଟି ନୂଆପଡ଼ା ଠାରେ ଗଣେଶ ପୂଜା ପାଇଁ ବିରାଟ କଳସ ଶୋଭାଯାତ୍ରା ଆଜି ଅପରାହ୍ନ 2ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମହିଳାମାନେ ଗ୍ରାମରୁ ବାହାରି ଏକ ସାଂସ୍କୃତିକ ଶୋଭାଯାତ୍ରାରେ ଯାଇ ଖଳ ଖଳି ଜୋର୍ ଠାରେ ପହଞ୍ଚିଥିଲେ l ସେଠାରେ ପୂଜକ ସଦାନନ୍ଦ ଆଚାର୍ଯ୍ୟ ଗଙ୍ଗାମାତାଙ୍କ ପୂଜାର୍ଚ୍ଚନା କଲାପରେ ମହିଳା ମାନେ ପୂର୍ଣ୍ଣ କଳସରେ ପାଣି ଧରି ଗ୍ରମ ପରିକ୍ରମା କରି ପୁକଷ୍ଠଳରେ ସ୍ଥାପନ କରିଥିଲେ l ରୋହିତ କୁମାର୍ ବିଶି ଏବଂ ତାଙ୍କ ପତ୍ନୀ ଅଞ୍ଜଳି ବିଶି କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ସହ ସହ ମହିଳା ଶୋଭାଯାତ୍ରା ସାମିଲ ହୋଇଥିଲ
Read More News
T & CPrivacy PolicyContact Us