This browser does not support the video element.
ଲକ୍ଷ୍ମୀପୁର: ପାଲାପୁଟ ସେବାଶ୍ରମ ଠାରେ ବିଶ୍ବ ଜଳାତଙ୍କ ଦିବସ ପାଳନ
Lakshmipur, Koraput | Sep 28, 2025
ନାରାୟଣପାଟଣା ପାଲାପୁଟ ସେବାଶ୍ରମ ଠାରେ ପଶୁସମ୍ପଦ ବିକାଶ ବିଭାଗ ତରଫରୁ ବିଶ୍ବ ଜଳାତଙ୍କ ଦିବସ ପାଳନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ନାରାୟଣପାଟଣା ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।