Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସୀମାନ୍ତ ତେଲେଙ୍ଗାନାରେ ୧କୋଟି ଇନାମୀ ଟପ ମାଓ ନେତ୍ରୀ ସୁଜାତାର ଆତ୍ମସମର୍ପଣ

Malkangiri, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାରେ ମାଓବାଦୀଙ୍କ ସିସି ସଦସ୍ୟ ତଥା ମାଓ ନେତ୍ରୀ ସୁଜାତା ଆତ୍ମସମର୍ପଣ କଲେ। ସୁଜାତାଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ସୁଜାତା ନକ୍ସଲବାଦୀଙ୍କ ଦକ୍ଷିଣ ଉପ ଜୋନାଲ ବ୍ୟୁରୋର ଇନଚାର୍ଜ ମଧ୍ୟ ଫଂସୁଜାତା ବହୁ ବର୍ଷ ଧରି ବସ୍ତରରେ ସକ୍ରିୟ ଥିଲେ ଏବଂ ଆଜି ଆତ୍ମସମର୍ପଣ କରିଥିଲେ। ବିଗତ ଦିନରେ ପୋଲିସ ଗୁଳିରେ ନିହତ ନକ୍ସଲବାଦୀ କମାଣ୍ଡର କିଶାନଜୀଙ୍କ ପତ୍ନୀ ହେଉଛନ୍ତି ସୁଜାତା।
Read More News
T & CPrivacy PolicyContact Us