Download Now Banner

This browser does not support the video element.

ପଦ୍ମପୁର: ପାଇକମାଲ ନୂଆପଡା ରାସ୍ତା ଡୁଙ୍ଗୁରିପାଲି ଛକ ପାଖରେ କାର ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ

Padmapur, Bargarh (Baragarh) | Sep 7, 2025
ଆଜି ରବିବାର ସକାଳ 11ଟା ସମୟ ପାଖା ପାଖି ରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୂଆପଡା ରାସ୍ତା ଡୁଙ୍ଗୁରି ପାଳି ଛକ ପାଖରେ କାର ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବରଣ କରିଥିବା ବୃଦ୍ଧ ଜଣକ ନାମ ହେଉଛି ନାଥ ଅଜଗର, ବୟସ ୭୫ ବର୍ଷ। ବୃଦ୍ଧ ଙ୍କ ପରିବାର ଲୋକ ଓ ଗ୍ରାମବାସୀ ଶବ ରଖି ରାସ୍ତା ରୋକ କରିଥିଲେ। ଘଟଣା ସ୍ଥଳରେ ପାଇକମାଲ ପୋଲିସ ପହଂଚି ତଦନ୍ତ ଜାରି ରଖିଛି
Read More News
T & CPrivacy PolicyContact Us