Download Now Banner

This browser does not support the video element.

ଖଲ୍ଲିକୋଟ୍: କୈରାଶି ଗ୍ରାମରେ ବିଷାକ୍ତ ସାପ କାମୁଡା ରେ ଯୁବକଙ୍କ ମୃତ୍ୟୁ

Khalikote, Ganjam | Sep 10, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶି ଗ୍ରାମରେ ବିଷାକ୍ତ ସାପ କାମୁଡା ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ କୈରାଶି ଗ୍ରାମ ଆନନ୍ଦ ବଜାର ସାହି ର ଉତ୍ତମ ନାହାକ ବୋଲି ଜଣା ପଡ଼ିଛି । ଉତ୍ତମ ନିଜ ଘରେ ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ଅଳିଆ ଆବର୍ଜନା ସଫା କରୁଥିଲେ। ଘରେ ଥିବା ଚାଉଳ ବସ୍ତା ସବୁ ଘୁଞ୍ଚାଉ ଥିବା ବେଳେ ହଠାତ ଏକ ବିସାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ଉତ୍ତମ ଙ୍କୁ ମୃତ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us