Install App
jeyporekhabar
This browser does not support the video element.
ଜୟପୁର: ଅପରେସନ ପ୍ରହାର ର କାର୍ଯ୍ୟକାରିତା ଉପରେ ଜୟପୁର ଟାଉନ ଥାନାରେ ସାମ୍ବାଦିକ ସମ୍ମିଳନୀ, ସୂଚନା ଦେଲେ କୋରାପୁଟ ଏସପି
Jeypore, Koraput | Sep 4, 2025
ଅପରେସନ ପ୍ରହାର ର କାଯ୍ୟକାରିତା ଉପରେ ଆଜି ଅପରାହ୍ନ ୧ ଘଣ୍ଟା ୩୦ ମିନିଟ ସମୟରେ କୋରାପୁଟ ଏସପି ରୋହିତ ବର୍ମା ସୁଚନା ଦେଇଛନ୍ତି । ଜୟପୁର ଟାଉନ ଥାନା ରେ ଏକ ସାମ୍ବାଦିକ ସମ୍ମିଳନି ରେ ଉପସ୍ଥିତ ରହି ସୁଚନା ଦେଇଛନ୍ତି । ଆଜିର ସମ୍ବାଦିକ ସମ୍ମିଳନିରେ ଏସଡିପିଓ ପାର୍ଥ କଶ୍ୟପ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ପୌର ପରିମଳ ନିରିକ୍ଷକ ସତ୍ୟ ନାରାୟଣ ପାତ୍ର ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!