This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ବରଗାଁ ଠାରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ନବରଙ୍ଗପୁର ବିଧାୟକ
Nabarangapur PS, Nabarangpur | May 2, 2025
ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଗାଁ ପଞ୍ଚାୟତ ର ବରଗାଁ ଗସ୍ତ କରିଥିଲେ ନବରଙ୍ଗପୁର ବିଧାୟକ l ସେଠାରେ ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହିଥିଲେ l ବହୁ ଦିନର ଆଶା ପୂରଣ ହୋଇଥିବାରୁ ବିଧାୟକଙ୍କୁ ଧନ୍ୟବାଦ ଜଣେଇ ଥିଲେ ଗ୍ରାମ ଲୋକେ l