Download Now Banner

This browser does not support the video element.

ବରଗଡ: ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପକ୍ଷରୁ ଟାଉନ ଥାନାରେ ପାଳନ କରାଗଲା ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ବ ପୁରା ଉଆଁସ

Bargarh, Bargarh (Baragarh) | Aug 23, 2025
ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ ପୁରା ଉଆଁସ ବରଗଡ଼ରେ ପାଳିତ | ଶନିବାର ଦିବା 11 ଘଣ୍ଟା ସମୟରେ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ପୁରା ଉଆଁସ ଉପଲକ୍ଷେ ଏକ ରାଲି ମାଧ୍ୟମରେ ବାହାରି ବରଗଡ଼ ଟାଉନ ଥାନାକୁ ଆସି ଏହି ପର୍ବ ପାଳନ କରିଥିଲେ | ବରଗଡ଼ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ,ପୂର୍ବତନ ବିଧାୟକ ଶ୍ରୀ ସାଧୁ ନେପାକଙ୍କ ସହ ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ | ଏହି ଅବସରରେ ମାଟିରେ ନିର୍ମିତ ମୂର୍ତ୍ତିକୁ ପୂଜା କରିବା ସହ କୃଷି ଭିତ୍ତିକ ପର୍ବ ପୁରା ଉଆଁସ ପାଳନ କରାଯାଇଛି ।
Read More News
T & CPrivacy PolicyContact Us