Download Now Banner

This browser does not support the video element.

ଓରିଏଣ୍ଟ: ଶ୍ରୀପୁରା ଗ୍ରାମରେ ଗଣେଷ ପୂଜା କମିଟି ପକ୍ଷରୁ ଗଜାନନ ଗଣେଷଙ୍କ ଭଷାଣି ଶୋଭାଯାତ୍ରା କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ

Orient, Jharsuguda | Sep 1, 2025
ଝାରସୁଗୁଡା ଜିଲ୍ଲା ଶ୍ରୀପୁରା ଗ୍ରାମ ଠାରେ ଗଣେଷ ପୂଜା କମିଟି ପକ୍ଷରୁ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ଗଜାନନ ଗଣେଷ ଙ୍କ ଭଷାଣି ଶୋଭାଯାତ୍ରା କାର୍ଯ୍ୟକ୍ରମ ଧୁମାଧମରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି ଭଷାଣି ଶୋଭାଯାତ୍ରାରେ ଅନେକ ଭକ୍ତ ଉପସ୍ଥିତ ରହିଥିଲେ। ବାଜା ରୋଷଣୀ ର ତାଳେତାଳେ ବିଗ୍ନହର୍ତା ଗଣେଷ ଙ୍କ ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହି ବିଦାୟ ଦେଇଥିଲେ। ଏହାକୁ ଦେଖିବା ପାଇଁ ଅଞ୍ଚଳର ଅନେକ ଭକ୍ତ ସାମିଲ ହୋଇ ଗଜାନନ ଗଣେଷ ଙ୍କୁ ବିଦାୟ ଦେଇଥିଲେ।
Read More News
T & CPrivacy PolicyContact Us