Download Now Banner

This browser does not support the video element.

ବଲାଙ୍ଗୀର: ସଦର ଥାନା ଅଞ୍ଚଳ ର ଏକ ଗାଁ ରେ ଆଦିବାସୀ ମହିଳାଙ୍କ ନିର୍ଯ୍ୟାତନା ଘଟଣାରେ ୫ ଗିରଫ ହୋଇ କୋୖର୍ଟ ଚାଲାଣ

Balangir, Balangir | Sep 3, 2025
ଆଦିବାସୀ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ୫ ଗିରଫ" ମହଙ୍ଗା ପଡିଲା ଆଦିବାସୀ ଅବିବାହିତ ମହିଳାକୁ ନିର୍ଯ୍ୟାତନା ଘଟଣା | ପାଞ୍ଚ ଜଣଙ୍କୁ ଗିରଫ କଲା ବଲାଙ୍ଗିର ସଦର ପୋଲିସ | ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ଆଦିବାସୀ ଅବିବାହିତ ମହିଳା, ଅଣ ଆଦିବାସୀ ଘରେ ଦୀର୍ଘ ବର୍ଷ ହେବା କାମ କରୁଥିଲେ | ଯାହାକୁ ନେଇ ବିରୋଧ କରିଥିଲେ ଜାତି ସମାଜ | ଗାଁ ଭିତରେ ବୈଠକ ଡାକି ଆଦିବାସୀ ମହିଳା, ଅନ୍ୟ ଜାତିର ଲୋକଙ୍କ ସହିତ ଖରାପ ସମ୍ପର୍କ ରଖିଥିବା, ଅଭିଯୋଗ କରି ନିର୍ଯ୍ୟାତନା ଦେଇଥିଲେ | ମାଡପିଟ କରିବା ସହିତ ଶାଢ଼ୀ ମଧ୍ୟ ଟାଣି ଦେଇଥିଲେ |
Read More News
T & CPrivacy PolicyContact Us