Download Now Banner

This browser does not support the video element.

ପଟ୍ଟାଙ୍ଗୀ: ରାଜପୁଟ ପଞ୍ଚାୟତରେ ବର୍ଷା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ ଆରଆଇ ଓ କୃଷି ଅଧିକାରୀ

Pottangi, Koraput | Aug 30, 2025
ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନ। ଏହି ପରିପେକ୍ଷୀରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ଘର ଭାଙ୍ଗିବା ସହ ବହୁ ଚାଷ ଜମିରେ ବାଲି ଚରି ଯାଇଥିବ ଦଦେଖିବାକୁ ମିଳିଥିଲା। ଏଥିପାଇଁ ଆଜି ଆରଆଇଙ୍କ ସହ କୃଷି ଅଧିକାରୀ ବ୍ଲକ ପ୍ରଶାସନିକ ଅଧିକାରୀ ରାଜପୁଟ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିବା ରାଜପୁଟ ସରପଞ୍ଚ ପିତାମ୍ବର କିସାନୀ ସଂଧ୍ଯା ୬ଟା ସମୟରେ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us