This browser does not support the video element.
ଖୋର୍ଦ୍ଧା: ହୋଟେଲ ସମ୍ରାଟ ପରିସରରେ ଠିକାଦାର ସଙ୍ଘର ଗୁରୁତ୍ୱପୂର୍ଣ ବୈଠକ
Khordha, Khordha | Sep 10, 2025
ଓଡିଶା ଠିକାଦାର ସଙ୍ଘ ଏବଂ ଅଲ ଓଡିଶା ଠିକାଦାର କଲ୍ୟାଣ ସଙ୍ଘ ର ଏକ ଗୁରୁତ୍ୱପୂର୍ଣ ବୈଠକ ଦିଲ୍ଲୀପ କୁମାର ଜେନା ଙ୍କ ସଭାପତିତ୍ୱ ରେ ହୋଟେଲ ସମ୍ରାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଖୋର୍ଦ୍ଧା ଜିଲ୍ଲାର ଠିକାଦାରମାନଙ୍କୁ ଏକତ୍ରିତ କରିବା ଏବଂ ସଂଘର ବିଭିନ୍ନ ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା