Download Now Banner

This browser does not support the video element.

ସୁକିନ୍ଦା: ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ବାସ ଗୃହରେ ମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ସୁକିନ୍ଦା ଅଞ୍ଚଳବାସି

Sukinda, Jajpur | Sep 13, 2025
ଭୁବନେଶ୍ୱର ସ୍ଥିତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବାସ ଗୃହରେ ମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ସୁକିନ୍ଦା ଅଞ୍ଚଳ ବାସି । ସୂଚନା ମୁତାବକ ସୁକିନ୍ଦା ଅଞ୍ଚଳ କିଛି ବ୍ୟକ୍ତି ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ଭୁବନେଶ୍ୱର ସ୍ଥିତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବାସ ଗୃହରେ ପହଞ୍ଚି ମନ୍ତ୍ରୀଙ୍କ ସହିତ ବିଶେଷ ଆଲୋଚନା କରିଥିବା ଶନିବାର ଦିବା 1 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us